କେହୁଣସି
ଦେଖଣା
କେହୁଣସି —
ଉଚ୍ଚାରଣ: Kehuṇasi
কেউ
कीनसा
ଦେ. (ପଦ୍ୟ) ସର୍ବନାମ (ସଂ. କୋହି)
ଯେକୌଣସି ବ୍ୟକ୍ତି — Anyone; someone.
ଦେ. (ପଦ୍ୟ) ବିଣ (ସଂ. କିଂହି) —
କୌଣସି; କିଛିହେଲେ — Any; some.
କେହୁଣସି ସୁଖକୁ ନ କର ଅବଧାନ—ପ୍ରାଚୀ. ରହସ୍ୟମଞ୍ଜରୀ
କେହୁଣସି —
ଉଚ୍ଚାରଣ: Kehuṇasi
কেউ
कीनसा
ଦେ. (ପଦ୍ୟ) ସର୍ବନାମ (ସଂ. କୋହି)
ଯେକୌଣସି ବ୍ୟକ୍ତି — Anyone; someone.
ଦେ. (ପଦ୍ୟ) ବିଣ (ସଂ. କିଂହି) —
କୌଣସି; କିଛିହେଲେ — Any; some.
କେହୁଣସି ସୁଖକୁ ନ କର ଅବଧାନ—ପ୍ରାଚୀ. ରହସ୍ୟମଞ୍ଜରୀ