କେହ୍ନେ
ଦେଖଣା
କେହ୍ନେ —
ଉଚ୍ଚାରଣ: Kehne
ଦେ. (ପଦ୍ୟ) ଅ (ସଂ. କଦାପି; କେନ) —
କିପରି? — How?
ପୁତ୍ର ନୋହିଲେ କେହ୍ନେ ରହିବ କୁଳ ଗୋତ୍ର—ମାର୍କଣ୍ଡେୟପୁରାଣ
କେହ୍ନେ —
ଉଚ୍ଚାରଣ: Kehne
ଦେ. (ପଦ୍ୟ) ଅ (ସଂ. କଦାପି; କେନ) —
କିପରି? — How?
ପୁତ୍ର ନୋହିଲେ କେହ୍ନେ ରହିବ କୁଳ ଗୋତ୍ର—ମାର୍କଣ୍ଡେୟପୁରାଣ