Jump to content

କୈକେଯୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈକେୟୀ
ଉଚ୍ଚାରଣ: K&aline;i̱keyī

ସଂ. ବି. ସ୍ତ୍ରୀ (କେକୟୀ+ଅପତ୍ୟାର୍ଥେ. ଅ; ସ୍ତ୍ରୀ. ଈ) —

ଦଶରଥପତ୍ନୀ ଓ ଭରତମାତା — The mother of Bharata and a wife of Daṡaratha.

[ଦ୍ର—ଏ ଦଶରଥଙ୍କର ମଧ୍ୟମା ଓ ପ୍ରିୟତମା ରାଣୀ ଥିଲେ; ଦୁଷ୍ଟା କୁକ୍କା ମନ୍ଥରାର ପ୍ରରେଚନାରେ ଦଶରଥଙ୍କୁ ଏକ ସତ୍ୟ କରାଇ, ରାମଙ୍କ ରାଜ୍ୟାଭିଷେକର ପୂର୍ବ ଦିନ ରାମଙ୍କୁ ଚଉଦ ବର୍ଷ କାଳ ବନକୁ ପଠିଆଇ ଥିଲେ ଏବଂ ଆପଣାର ପୁତ୍ର ଭରତଙ୍କୁ ରାଜା କରାଇଥିଲେ]