ଶବ୍ଦାର୍ଥ:
କୈବର୍ତ୍ତ — ଉଚ୍ଚାରଣ: K&aline;i̱bartta
ସଂ. ବି. (କେବର୍ତ୍ତ+ସ୍ବାର୍ଥେ. ଅ) —
କେଉଟ; ଧୀବର — A fisherman; a boatman.