Jump to content

କୈମୁତିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈମୁତିକ
ଉଚ୍ଚାରଣ: K&aline;i̱mutika

ସଂ. ବି. (କିମ୍+ଉତ=କିମୃତ+ଇକ) —

ନ୍ୟାୟବିଶେଷ; ମୁହେଁ ମୁହେଁ ପ୍ରାମାଣିତ ହେବା ଭଳି ନ୍ୟାୟ — A self-evident resoning; axiomatic reasoning; a reasoning with requires no proof.

[ଦ୍ର—ଯେଉଁ ଭାବରୁ ଦୁର୍ବଳ ବ୍ୟକ୍ତି ବହନ କରି ପାରେ, ସେ ଭାରକୁ ସବଳ ବ୍ୟକ୍ତି ଯେ ବହନ କରିବ, ଏଥିରେ ଆଉ

ସନ୍ଦେହ କଅଣ ? ଏଭଳି ନିଃସନ୍ଦେହ ଯୁକ୍ତି ସଂ. 'କିମୁତ'ର ଅର୍ଥ— ଆଉକଣ? ଏଥିରେ ସନ୍ଦେହ କଅଣ? ଅର୍ଥାତ୍—'ଅତ୍ର ସନ୍ଦେହୋ ନାସ୍ତି ]