Jump to content

କୈରବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈରବ
ଉଚ୍ଚାରଣ: K&aline;i̱raba

ସଂ. ବି. (ସଂ. କେ=ଜଳରେ+ରବ୍ ଧାତୁ+ଅ=କେରବ= ହଂସ; କେରବ+ତତପ୍ରିୟାର୍ଥେ. ଅ) —

୧: କୁମୁଦ; କଇଁ; ଶ୍ବେତୋତ୍ପଳ — ୧. White water-lily.

୨: କିତବ; ଶଠ; ଠକ —୨. Swindler; cheat.

୩: ଶତୃ —୩. Enemy.