କୈରବିଣୀ
ଦେଖଣା
କୈରବିଣୀ —
ଉଚ୍ଚାରଣ: K&aline;i̱rabiṇī
ସଂ. ବି. ସ୍ତ୍ରୀ. (କୈରବ+ସମୂହାର୍ଥେ. ଇନ୍; ସ୍ତ୍ରୀ. ଈ) —
୧: କୁମୁଦପୂର୍ଣ୍ଣ ଜଳାଶୟ — ୧. A place or tank full of water- lilies.
୨: କୁମୁଦିନୀ; କୁମୁଦ ବନ — ୨. An assemblage of white-lilies.
୩: କୁମୁଦ ଗଛ —୩. A water-lily plant.