କୈରବୀ
ଦେଖଣା
କୈରବୀ —
ଉଚ୍ଚାରଣ: K&aline;i̱rabī
ସଂ. ବି. ସ୍ତ୍ରୀ. (କୈରବ+ସ୍ତ୍ରୀ+ଈ) —
ଜ୍ଯୋସ୍ନା; କୌମୁଦୀ; ଚନ୍ଦ୍ରକିରଣ — Moon-light.
[ ଦ୍ର—ଜ୍ଯୋସ୍ନା ଲାଗିଲେ କଇଁ ଫୁଲ ଫୁଟେ ବୋଲି କବି— ସମୟପ୍ରସିଦ୍ଧି ଅଛି ବସ୍ତୁତଃ କଇଁ ଫୁଲ ରାତିରେ ଫୁଟେ ଓ ଦିନରେ ପ୍ରାଯେ ମୁଦି ହୋଇଯାଏ ଏବଂ ପଦ ଦିନରେ ଫୁଟେ ଓ ରାତିରେ ମୁଦି ହୁଏ ]