କୈରି
ଦେଖଣା
କୈରି —
ଉଚ୍ଚାରଣ: K&aline;i̱ri
ଦେ. ବି. —
୧: ଧାନ ଆଦି ରଖିବାର ବଡ଼ ଟୋକେଇ; କଇଡ଼ି — ୧. A big basket for storing grain.
୨: ଧାନ ଆଦି ସାଇତି ରଖିବା ପାଇଁ ପ୍ରସ୍ତୁତ ପାଳର ମରେଇ A big receptacle for grain made of plaited straw.