Jump to content

କୈଳାସଗଙ୍ଗା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈଳାସଗଙ୍ଗା
ଉଚ୍ଚାରଣ: K&aline;i̱ḻāsagaṅga

ଦେ. ବି. (ନାମ) —

ହିମାଳୟରୁ ବାହାରିଥିବା ନଦୀର ତୀବ୍ବତୀୟ ନାମ — The Tibbetan name of river Gogra.

[ଦ୍ର—ଏହି ନଦୀ ଭାରତରେ ସରୟୂ ବା ଘର୍ଘରା ବା ଘଗ୍ରା ନାମରେ ପରିଚିତ ]