Jump to content

କୈଶିକାକର୍ଷଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈଶିକାକର୍ଷଣ
ଉଚ୍ଚାରଣ: K&aline;i̱ṡikā karshaṇa

ସଂ. ବି. (କର୍ମଧା; କୈଶିକ+ଆକର୍ଷଣ) —

(ବିଜ୍ଞାନ ପରି— ଭାଷା)—ଅନ୍ୟ କୌଣସି ବସ୍ତୁକୁ କେଶ ତୁଲ୍ୟ ଛିଦ୍ର ଦ୍ବାରା ଅତି ସୂକ୍ଷ୍ମରୂପେ ଆକର୍ଷଣ କରିବା ଶକ୍ତି; ଜଡ଼ ପଦାର୍ଥର ଯେଉଁ ଶକ୍ତିଦ୍ବାରା ସୁକ୍ଷ୍ମ ଛିଦ୍ର ବିଶିଷ୍ଟ ନଳରେ ଜଳାଦି ଉପରକୁ ଟାଣି ହୋଇ ଯାଏ (ଯଥା—ଦୀପର ଗର୍ଭରୁ ବଳିତାର ଛିଦ୍ରବାଟେ ଶିଖାକୁ ତେଲ ଟାଣି ହେବା) (science) Capillary attraction.