Jump to content

କୈଶୋର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈଶୋର
ଉଚ୍ଚାରଣ: K&aline;i̱ṡora

ସଂ. ବି. (କିଶୋର+ଭାବେ. ଅ) —

୧: ବାଲ୍ୟାବସ୍ଥା — ୧. Boyhood.

୨: ନବୟୌବନାବସ୍ଥା — ୨. Early youth.

[ଦ୍ର—୧: ବର୍ଷ ଠାରୁ ୧୫: ପର୍ୟନ୍ତ ଅବସ୍ଥାକୁ କୈଶୋର ବୋଲାଯାଏ ]