କୈସର୍ବାଗ୍
ଦେଖଣା
କୈସର୍ବାଗ୍ —
ଉଚ୍ଚାରଣ: K&aline;i̱sarbāg
কৈসরবাগ
काईजरबाग
ବୈଦେ. ବି. (ଫା=ସମ୍ରାଟଙ୍କ ବଗିଚା) —
ଲକ୍ଷ୍ନୌରେ ଥିବା ଅଯୋଧ୍ୟାର ପୂର୍ବତନ ନବାବଙ୍କ ପ୍ରମୋଦୋ— ଦ୍ୟାନର ନାମ (ଏଥିରେ ଚାରିଟି ପଥର ଫାଟକ ଅଛି; ଏହା ମଧ୍ୟରେ ଥିବା ନବାବ ଓ ବେଗ୍ମାନଙ୍କ ସ୍ନାନାଗାର ଅତି ବିଚିତ୍ର) —Name of a pleasure- garden of the late Nawats of Lucknow.