Jump to content

କୈସର୍—ଇ.ହିନ୍ଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈସର୍—ଇ.ହିନ୍ଦ୍
ଉଚ୍ଚାରଣ: K&aline;i̱ṡar-i-hind
কৈসর—ই—হিন্দ काईजर-ई-हींद

ବୈଦେ. (ଫା.) —

୧: ହିନ୍ଦୁସ୍ଥାନ ବା ଭାରତର ସମ୍ରାଟଙ୍କ. ଉପାଧି —୧. Emperor of India.

୨: ଭାରତ ସମ୍ରାଟଙ୍କ ପ୍ରଦତ୍ତ ପଦକବିଶେଷ — ୨. The Kaisari-i-hind medal awarded by the employer of India to persons who render meritorious public service in India.