କୋଅପରେଟିଭ୍ ସୋସାଇଟି
ଦେଖଣା
କୋଅପରେଟିଭ୍ ସୋସାଇଟି —
ଉଚ୍ଚାରଣ: Kcapareṭibh sosāiṭi
কোঅপরোটভ সোসাইটি
कोत्र्प्रपरेटिभ सोसाइटि
ବୈଦେ. (ଇଂ)ବି. —
ଗ୍ରାମର ଗରିବମାନଙ୍କୁ ମହାଜନମାନଙ୍କର ଅତ୍ୟଧିକ ସୁଧର ଦାଉରୁ ରକ୍ଷା କରିବା ପାଇଁ ଗଭର୍ଣ୍ଣ— ମେଣ୍ଟଙ୍କ ଆନୁକୂଲ୍ୟ , ସୂଚନା ଓ ସାହାର୍ୟ୍ୟରେ ଗ୍ରାମର ବିଶିଷ୍ଟ ଲୋକମାନଙ୍କ ଦ୍ବାରା ଗଠିତ ଋଣଦାନ ସମିତି — Co-operative society.