ଶବ୍ଦାର୍ଥ:
କୋଇ —
মুচি कुठाली
ଦେ. ବି. —
ତୈଜସାବର୍ତ୍ତନୀ; ସ୍ବର୍ଣ୍ଣାଦି ଧାତୁ ଆଉଟିବାର ମାଟିପାତ୍ର — An earthen pot for melting metal; melting pot; goldsmith's crucible.