Jump to content

କୋଇନ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଇନ୍ତା
ଉଚ୍ଚାରଣ: Kointā

ଗ୍ରା. (ପଦ୍ୟ) ବି. ସ୍ତ୍ରୀ. (ସଂ. କୁନ୍ତୀ) —

କୁନ୍ତୀ; ପାଣ୍ଡବ ମାତା —Kuntī the mother of the Pāṇḍabas.

ମୁଁ ତ କୋଇନ୍ତା ରାଣ୍ଡ ସୁତ କରିବି ପଢ଼ିଆରି ଦୂତ—ଭୂପତି. ପ୍ରେମପଞ୍ଚାମୃତ