କୋଇଲିବୁଡ଼
ଦେଖଣା
କୋଇଲିବୁଡ଼ —
ଉଚ୍ଚାରଣ: Koilibuṟḍ̠a
ଦେ. ବି. (ସଂ. କୋକିଳ ଓ ବୁଡ୍ଗ ଧାତୁ) —
ବିବାହର ପୂର୍ବ ପାହାନ୍ତିଆରେ ଅର୍ଥାତ୍ ବିବାହ ଦିବସର ପ୍ରତ୍ଯୁଷରେ କନ୍ୟା କରିବା ସ୍ନାନ — The early bath taken by a bride on her marriage day.
ଏଇଲାଗେ ଯେ କୋଇଲିବୁଡ଼ ପାରି ପିନ୍ଧିବ ଫକୀରମୋହନ. ଗଳ୍ପସ୍ବଳ୍ପ
[ଦ୍ର—ବଡ଼ିଭୋରରୁ କୁଆ କୋଇଲି ରାବନ୍ତି; ସେହି ସମୟରେ ଏ ସ୍ନାନ କରାଯିବାରୁ ବୋଧହୁଏ ଏପରି ନାମ ହୋଇଛି ]