କୋଇଲିସୂତା
ଦେଖଣା
କୋଇଲିସୂତା —
ଉଚ୍ଚାରଣ: Koilisūtā
ଦେ. ବି. —
ଏକ ପ୍ରକାର ଲମ୍ବ ସରୁ ଲତା — A kind of long slender creeper used as twine.
[ ଦ୍ର—ଏହା ପ୍ରାଯେ ଦଶ ହାତ ପର୍ଯ୍ୟନ୍ତ ଲମ୍ବରେ ବଢ଼େ; ଏହା ଦେହରେ ଛଡ଼ା ଛଡ଼ା ହୋଇ ଗଣ୍ଠି ଓ କ୍ଷୁଦ୍ର କ୍ଷୁଦ୍ର ପତ୍ର ଥାଏ ]