Jump to content

କୋଇଲି ବୈକୁଣ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଇଲି ବୈକୁଣ୍ଠ
ଉଚ୍ଚାରଣ: Koili b&aline;i̱kuṇṭha

ଦେ. ବି. (ନାମ) —

ପୁରୀ ମନ୍ଦିରର ଉତ୍ତରଦ୍ବାର ଆଡ଼କୁ ବାହାର ବେଢ଼ା ମଧ୍ୟରେ ଥିବା ଉଚ୍ଚ ଓ ବୃକ୍ଷଗୁଳ୍ମାଦିପୂର୍ଣ୍ଣ ଗୁପ୍ତ ସ୍ଥାନ (ଏଠାରେ ନୂଆ— କଳେବର ସମୟରେ ଜୀର୍ଣ୍ଣ ଦେବବିଗ୍ରହମାନଙ୍କର ସମାଧି କରାଯାଏ) —Name of a place inside the compound of the Purī temple where the cast off iṃages of the Deities are deposited.