କୋକବାଯା
ଦେଖଣା
କୋକବାୟା —
ଉଚ୍ଚାରଣ: Kokabāyā
জুজু
कोको,
अल्लाकाहउ
आलाकी भेँस
ଦେ. ବି. (ସଂ. କୋକ=ହେଟାବାଘ; ତୁଳ. ପର୍ଟୁଗୀଜ୍ କୋକର ଏହି ଅର୍ଥ) —
ଶିଶୁମାନଙ୍କୁ ଭୟ ଦେଖାଇବା ପାଇଁ ବର୍ଣ୍ଣିତ କାଳ୍ପନିକ ଭୟଙ୍କର ଜୀବ —Bugbear; scare; a name applied to an imaginary scarecrow used to frighten infants to sleep.
[ଦ୍ର—ଅବୁଝା ଶିଶୁମାନଙ୍କୁ ରାତିରେ ଡ଼ରାଇ ଶୁଆଇ ପକାଇବା ପାଇଁ ମାତାମାନେ ଏହି ଭୟଦ୍ଯୋତକ ଶବ୍ଦ ବ୍ୟବହାର କରନ୍ତି ଫଳତଃ କୋକବାୟାକୁ ମା କି ଶିଶୁ କେହି ଦେଖି ନାହାଁନ୍ତି କୌଣସି କିମ୍ଭୁତ କିମାକାର ଭୟଙ୍କର ଜୀବ, 'କୋକବୋୟା' କାନ କାଟି ନେବ ବୋଲି ଭୟ ଦେଖାନ୍ତି ]