Jump to content

କୋକଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋକଲି
ଉଚ୍ଚାରଣ: Kokali

ଦେ. ବି —

ଏକଜାତୀୟ ଛୋଟ କାତିଲଗା ପତଳା ଲୁଣୀ (ସାମୁଦ୍ରିକ) ମାଛ (ପୂରୀରେ ବିଶେଷ ପରିମାଣରେ ମିଳେ; ମଧୂର ପାଣିରେ ଏହି ଜାତୀୟମାଛର ନାମ ମାକେନ୍ଦି) —A small seafish with scales; (caught near Puri; it is a speceis of Pickerel).