Jump to content

କୋକଶାସ୍ତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋକଶାସ୍ତ୍ର
ଉଚ୍ଚାରଣ: Kokaṡāstra

ସଂ. ବି. (କୋକ=ମୁନିବିଶେଷଙ୍କ କୃତ+ଶାସ୍ତ୍ର) —

ଶଙ୍ଗାରାତ୍ମକ ଗ୍ରନ୍ଥବିଶେଷ; କାମଶାସ୍ତ୍ର — A treatise on the art of love ascribed to a Pandit Panamed Koka.