କୋକଶିଆଳି
ଦେଖଣା
କୋକଶିଆଳି —
ଉଚ୍ଚାରଣ: Kokaṡiāḻi
খেঁকশেয়াল
लोमड़ी
ଦେ. ବି. (ସଂ. ଖିଖି ଶୃଗାଳ; ଏ ଖିଖି ଶବ୍ଦ କରୁ ଥିବାରୁ) —
ବିଲୁଆ ଜାତୀୟ ଜୀବବିଶେଷ; କୋକି — Fox; Vulpes Bengalensis.
[ ଦ୍ର—ଏମାନେ ଭୂଇଁରେ ଗାତ ଖୋଳି ରହନ୍ତି; ଏମାନଙ୍କ ମୁହଁ ଗୋଜିଆ; ଲାଙ୍ଗୁଡ଼ ବିଲୁଆ ଲାଙ୍ଗୁଡ଼ଠାରୁ ଲମ୍ବ; ଏମାନେ ଖେଁଖେଁ, ଖିଁ, ଖିଁ, ବୋବାଳି କରନ୍ତି; ଏମାନଙ୍କ ଗାତରେ ଅନେକ ମୁହଁ ଥାଏ; ଗୋଟିଏ ମୁହଁରେ ଶତ୍ରୁ ଆକ୍ରମଣ କଲେ ଏମାନେ ଅନ୍ୟ କେଉଁ ମୁହଁ ବାଟରେ ପଳାଇ ୟାଆନ୍ତି ]