Jump to content

କୋକିମୁହାଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋକିମୁହାଁ
ଉଚ୍ଚାରଣ: Kokimuhāñ
(କୋକିମୁହୀଁ—ସ୍ତ୍ରୀ)

ଦେ. ବିଣ. ପୁଂ —

ୟାହାର ମୁହଁ କୋକିମୁହଁ ପରି ସରୁ ବା ଗୋଜିଆ —(Male or female) Whose lipss are pointed.