କୋକିଳକଣ୍ଠ
ଦେଖଣା
କୋକିଳକଣ୍ଠ —
ଉଚ୍ଚାରଣ: Kokiḻakaṇṭha
(କୋକିଳକଣ୍ଠୀ—ସ୍ତ୍ରୀ)
ସଂ. ବି. (କୋକିଳ+କଣ୍ଠ) —
ମଧୁର ଗଳାଇ ସ୍ବର — Melodious voice or tone.
ସଂ. ବିଣ. ପୁଂ. (ବହୁବ୍ରୀହି) —
ୟାହାର କଣ୍ଠ— ସ୍ବର କୋକିଳସ୍ବର ପରି ମଧୁର —(man) With a melodious voice.