କୋଙ୍କଣ
ଦେଖଣା
କୋଙ୍କଣ —
ଉଚ୍ଚାରଣ: Koṅkaṇa
ସଂ. ବି. (କୋମ୍+କଣ୍ ଧାତୁ= ଅଧିକରଣ. ଅ) —
୧: ଦାକ୍ଷିଣାତ୍ୟର ପଶ୍ଚିମ ଉପକୂଳସ୍ଥ ସହ୍ୟାଦ୍ରି ଓ ସମୁଦ୍ର ମଧ୍ୟସ୍ଥ ଦେଶବିଶେଷ; ମହାରାଷ୍ଟ୍ର ଦେଶ — ୧. The Koṅkaṇa; Marhtta country in Western India.
୨: ଅସ୍ତ୍ରବିଶେଷ —୨. A kind of weapon.