Jump to content

କୋଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚା
ଉଚ୍ଚାରଣ: Kochā
খুচরাবিক্র, পাইকারী फुटकरबिक्रि

ଦେ. ବି. (ସଂ. କ୍ଷୁଦ୍ର; ଫା. ଖଜୁରା=ଅଳ୍ପ) —

ରେଜା ବିକ୍ରି; ବଡ଼ ମହାଜନଠାରୁ ଛୋଟ ବେପାରୀମାନେ ବ୍ୟବସାୟ କରିବା ନିମନ୍ତେ ଅଳ୍ପ ପରିମିତ ପଣ୍ୟ ଦ୍ରବ୍ୟ ସରବରାହ କରି ଖାଉତିଙ୍କୁ ଅଳ୍ପ ଲାଭରେ ବିକ୍ରି କରିବାର ରୀତି ବା ବ୍ୟବସାୟ; ଖୁଚୁରା ବିକ୍ରି କରିବାର ପ୍ରଣାଳୀ; ପଣ୍ୟଦ୍ରବ୍ୟ ସାମାନ୍ୟ ପରିମାଣରେ ବିକ୍ରି କରିବା —Retail-sale.

ତହିଁରୁ କୋଚା ଦ୍ୟନ୍ତି ମାଗିଲେ ଟିକେ ଟିକେ ପୀତାମ୍ବର. ନୃସିଂହପୁରାଣ