Jump to content

କୋଚା ବେପାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚା ବେପାରୀ
ଉଚ୍ଚାରଣ: Kochā bepārī
পাইকার फुटकरवेचनेबाला, खुरदिया

ଦେ. ବି. (ଫା. ଖୁଜରା+ସଂ. ବ୍ୟାପାର) —

ଅତି ସାମାନ୍ୟ ମୂଳଧନବିଶିଷ୍ଟ ଦୈନିକ ବ୍ୟବସାୟୀ; ଖଚୁରା ବେପାରୀ; ଯେ ପ୍ରତ୍ୟହ ମହାଜନଠାରୁ ଅଳ୍ପ ପରିମାଣରେ ପଣ୍ୟଦ୍ରବ୍ୟ ଆଣି ତାହା ଖାଉତିଙ୍କୁ ଅତି ସାମାନ୍ୟ ଲାଭରେ ଅଳ୍ପ ଅଳ୍ପ ବିକ୍ରୟ କରି ମୂଳ ପରିଶୋଧ କରିଦିଏ — A retailer; petty trader with very small capital selling small quantities in retail.