Jump to content

କୋଚିଆଖିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚିଆଖିଆ
ଉଚ୍ଚାରଣ: Kochiākhiā

ଦେ. ବିଣ. (ଗାଳି) (ସଂ. କୁଚିକ ଖାଦକ) —

ବାଉରୀ, କଣ୍ଡରା ଆଦି ଛୋଟ ଅସ୍ପୃଶ୍ୟ ଜାତି (ଯେଉଁମାନେ କୋଚିଆ ଖାଆନ୍ତି) — The untouchable castes who eat Kochiā.

[ଦ୍ର—ଉଚ୍ଚ ଜାତୀୟ ହିନ୍ଦୁମାନେ ମାଛ ଖାଆନ୍ତି, କିନ୍ତୁ କୋଚିଆ ଖାଆନ୍ତି ନାହିଁ]