କୋଚିଆ ପରି ହେବା
ଦେଖଣା
କୋଚିଆ ପରି ହେବା —
ଉଚ୍ଚାରଣ: Kochiāpari hebā
কুঁচেরমতন হওয়া
गोचिका माउक होना
ଦେ. କ୍ରି. (କୋଚିଆକୁ ପାଣିରୁ ପଦାକୁ ବାହାର କରି ଆଣିଲେ ସେ ସାପ ପରି ମୋଡ଼ିଭିଡ଼ି ହୁଏ) —
(ଲକ୍ଷଣାର୍ଥ) ରୋଗ ବା ୟନ୍ତ୍ରଣାରେ କୋଚିଆ ପରି ଗୁଡ଼େଇ ତୁଡ଼େଇ ହେବା — (figurative) To wriggle (like an eel).