Jump to content

କୋଚିଲାପିତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚିଲାପିତା
ଉଚ୍ଚାରଣ: Kochilāpitā

ଦେ. ବିଣ. (କୁଚେଳ+ତିକ୍ତ)

କୋଚିଲା ପତ୍ର ବା ମଞ୍ଜି ପରି ଅତିଶୟ ତିକ୍ତ — Of very bitter taste like that of Nux-vomica leaves or seed.