Jump to content

କୋଚ୍ଉଆନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚ୍ଉଆନ୍
ଉଚ୍ଚାରଣ: Kochuān
কোচোয়ান कोचवान

ବୈଦେ. ବି. (ସଂ. କୋଚ୍ମାନ୍) —

ଘୋଡ଼ାଗାଡ଼ିର ଚାଳକ; କଚୁଆନ୍ —Coachman.