Jump to content

କୋଚ୍ବାକସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚ୍ବାକସ
ଉଚ୍ଚାରଣ: Kochbākasa
কোচবাস্ক केचबक्स

ବୈଦେ. (ଇଂ.) ବି. (ଇଂ. କୋଚ୍ବକ୍ସ) —

ଘୋଡ଼ା— ଗାଡ଼ିର ଆଗରେ ଯେଉଁ ଉଚ୍ଚ ଆସନ ଉପରେ କଚୁଆନ୍ ବସି ଗାଡ଼ି ହଙ୍କାଏ —Coachbox.