Jump to content

କୋଟକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟକ
ଉଚ୍ଚାରଣ: Koṭaka

ସଂ. ବିଣ (କୁଟ ଧାତୁ+କର୍ତ୍ତୃ. ଅକ) —

୧: ଯେ କୌଣସି ବସ୍ତୁକୁ ବକ୍ର କରେ —୧. Curving.

୨: ଯେ ମୁନିଆ —୨. Bending.

ସଂ. ବି. —

୧: ଘର ଛୁଆଣି କଲାବେଳେ; ସୁଆଁସିଆ (ବଂ. ଘରାମି) — ୧. A thatcher of house.

୨: କୁଡ଼ିଆ ତିଆରି କଲାବାଲା — ୨. A builder of cottage.

୩: ରାଜମିସ୍ତ୍ରି ପିତା ଓ କୁମ୍ଭାର ମାତା ଗର୍ଭଜାତ ମିଶ୍ରଜାତି ବିଶେଷ — ୩. A mixed caste born of a mason father and potter mother.