Jump to content

କୋଟପାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟପାଳ
ଉଚ୍ଚାରଣ: Koṭapāḻa

ସଂ. ବି. (କୋଟ+ପାଳି ଧାତୁ+କର୍ତ୍ତୃ, ଅ; ତୁଳ କଟୁଆଳ) —

ବିଲ୍ଲାଦାର; ଦୁର୍ଗରକ୍ଷକ କର୍ମଚାରୀ — The keeper of a fort.