Jump to content

କୋଟବୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟବୀ
ଉଚ୍ଚାରଣ: Koṭabī

ସଂ. ବି. ସ୍ତ୍ରୀ (କୋଟ+ବି+ଈ) —

୧: ଲଙ୍ଗଳା ସ୍ତ୍ରୀ —୧. Naked woman.

୨: ଦୁର୍ଗା —୨. An epithet of Durgā.

୩: ବାଣାସୁରର ମାତା — ୩. The mother of Bāṇāsura.