Jump to content

କୋଟର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟର
ଉଚ୍ଚାରଣ: Koṭara

ସଂ. ବି. (କୋଟ=ବକ୍ରତା +ରା ଧାତୁ=ଗ୍ହଣ କରିବା+ କର୍ତ୍ତୃ. ଅ) —

୧: ଗଛର କୋରଡ଼; ବୃକ୍ଷଦେହରେ ଥିବା ବିବର ବା ଗର୍ତ୍ତ — ୧. Tree-hole; hollow of a tree.

୨: ଗହ୍ବର; ଗାତ —୨. Hole; den; cavity.

୩: କାଠାର ଛାତତଳେ କଡ଼ିମୁଣ୍ଡରେ ଥିବା ଗହ୍ବର କଡ଼ିମୁଣ୍ଡ ଓ କାନ୍ଥ ମଝିରେ ଥିବା ଖୋଲ — ୩. The hollow at the end of the timbers below the roof of a building.

୪: ମୁନି, ଋଷି ଓ ବାବାଜୀଙ୍କ ରହିବାର ନିଭୃତ ଗୁମ୍ଫା — ୪. Hermit's cell or cave.