କୋଟରା
ଦେଖଣା
କୋଟରା —
ଉଚ୍ଚାରଣ: Koṭarā
ସଂ. ବି. ସ୍ତ୍ରୀ (କୋଟର+ଆ) —
୧: ବିବସ୍ତ୍ରା ବା ଲଙ୍ଗଳା ସ୍ତ୍ରୀ — ୧. A strak-naked woman; a woman in her undress.
୨: (ନାମ) ବାଣାସୁରର ମାତା (ହି. ଶବ୍ଦସାଗର) — ୨. The name of the mother of demon Bāṇāsura.