କୋଟରାକ୍ଷ
ଦେଖଣା
କୋଟରାକ୍ଷ —
ଉଚ୍ଚାରଣ: Koṭarāksha
(କୋଟରାକ୍ଷୀ—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରହୀ; କୋଟର+ଅକ୍ଷି) —
ୟାହାର ଆଖି କୋରଡ଼ ଭଳି ଭିତରକୁ ପଶି ଯାଇଅଛି — A person having sunken eyes (appearing like tree-holes).
କୋଟରାକ୍ଷ —
ଉଚ୍ଚାରଣ: Koṭarāksha
(କୋଟରାକ୍ଷୀ—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରହୀ; କୋଟର+ଅକ୍ଷି) —
ୟାହାର ଆଖି କୋରଡ଼ ଭଳି ଭିତରକୁ ପଶି ଯାଇଅଛି — A person having sunken eyes (appearing like tree-holes).