Jump to content

କୋଟିଆଯୂଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟିଆୟୂଷ
ଉଚ୍ଚାରଣ: Koṭiāyusha

ଦେ. ବି. —

କୋଟି ବର୍ଷ ପରମାଯୁ; ବହୁକାଳ ବଞ୍ଚିବା (ଆଶୀର୍ବାଦସୂଚକ ବ୍ୟବହାର—ଯଥା; ତୋର କୋଟି ଆଯୁଷ ହେଉ= ତୁ ଦୀର୍ଘଜୀବୀ ହୋ) — Longevity; lifetime extending over a long number of years.