କୋଟିଏ
ଦେଖଣା
କୋଟିଏ —
ଉଚ୍ଚାରଣ: koṭie
ଦେ. ବି. —
କୋଟି ସଂଖ୍ୟା — The number ୧୦ millons; crore.
ଦେ. ବିଣ. —
୧: ଏକ କୋଟି ସଂଖ୍ୟକ — ୧. Numbering one crore.
୨: ବହୁତ; ଅସଂଖ୍ୟ —୨. Countless; many.
ଗୋଟିଏ ଗୋଟିଏ ଅଳ୍ପ କଥାକୁ କୋଟିଏ ପକାଏ ରାଣ କବିସୂର୍ଯ୍ୟ. ସଙ୍ଗୀତ