Jump to content

କୋଟିଜିତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟିଜିତ୍
ଉଚ୍ଚାରଣ: Koṭijit

ସଂ. ବି. (କୋଟି+ଜି ଧାତୁ= ଜୟ କରିବା+କର୍ତ୍ତୃ. କ୍ବିପ୍) —

(ଯେ କବିତ୍ବରେ କୋଟିଏ କବିଙ୍କୁ ଜୟ କରିଥିଲେ) କାଳିଦାସଙ୍କ ନାମାନ୍ତର — An epithet of Kāḻidāsa.