Jump to content

କୋଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟ୍
ଉଚ୍ଚାରଣ: Koṭ
কোর্ট कोट
কোটৌ कोरट

ବୈଦେ. ବି. —

୧: (ଇଁ. କୋଟ୍)—ଯେଉଁ କୁର୍ତ୍ତାର ସାମନା ପାଖ ଉପରୁ ତଳ ପର୍ଯ୍ୟନ୍ତ ଖୋଲା ଥାଏ ଓ ୟାହାର ସାମନା ଧାଡ଼ିଏ ବୋତାମଦ୍ବାରା ବନ୍ଦ କରାଯାଏ — ୧. Coat.

୨: (ଇଂ. କୋର୍ଟ)—କଚେରି; ବିଚାରାଳୟ — ୨. Court.