Jump to content

କୋଟ୍ଖାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟ୍ଖାନା
ଉଚ୍ଚାରଣ: Koṭ khānā
কোট্খানা कोरटखाना

ଦେ. ବି. (ଇଂ. କୋର୍ଟ+ଆ. ଖାନା) —

ମୁଦେଇ ତରଫରୁ ଫଉଜଦାରୀ ମକଦ୍ଦମାମାନ ଚଳାଇବା ପାଇଁ ନିଯୁକ୍ତ ପୁଲିସ୍ କରମ୍ଚାରୀଙ୍କର ମାଜିଷ୍ଟ୍ରେଟ୍ଙ୍କ କଚେରୀସଂଲଗ୍ନ ଅଫିସ୍ —The office of the police officer who prosecutes crown cases in a magistrate's court.

[ଦ୍ର—ଏଠାରେ ଅଦାଲତକୁ ଆନୀତ ମକଦ୍ଦମା ସମ୍ପର୍କୀୟ ମାଲ୍ ସବୁ ଜମା ରଖାଯାଏ ବିଚାରାର୍ଥ ଆନୀତ କଏଦୀ ଓ ମୁଦାଲମାନେ ଏହିଠାରେ ବିଚାର ପୂର୍ବରୁ ରଖାଯାଇ ଥାଆନ୍ତି ଏଠାରେ ଜାମିନ୍ ଦେବାକୁ ହୁକୁମ୍ ହେଇଥିବା ଆସାମୀମାନଙ୍କଠାରୁ ଜାମିନ୍ ମୁଚାଲିକା ଆଦି ଲେଖାଇ ନିଆଯାଏ