କୋଟ୍ଟାର
ଦେଖଣା
କୋଟ୍ଟାର —
ଉଚ୍ଚାରଣ: koṭṭāra
ସଂ. ବି. (କୋଟ୍ଟ+ ଋ ଧାତୁ=ଗମନ କରିବା+କରଣ. ଅ) —
୧: ପରୀଖା ଓ ପ୍ରାଚୀରବେଷ୍ଟିତ ନଗର — ୧. A fortified town; a stronghold.
୨: ପୋଖରୀର ପାବଚ୍ଛଚୟ — ୨. The flight of steps in a pond.
୩: କୂପ —୩. Well.
୪: କାମୁକ ବ୍ୟକ୍ତି —୪. A libertine.