Jump to content

କୋଟ୍ଫି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟ୍ଫି
ଉଚ୍ଚାରଣ: Koṭphi
কোট্ ফি कोरट फिस, कोटफिस

ବୈଦେ. ବି. (ଇଂ. କୋର୍ଟଫି) —

୧: ବିଚାରପାର୍ଥନା ନିମନ୍ତେ ଦିଆଯିବା ଦରଖାସ୍ତରେ ମରାଯିବା ଟିକଟ୍ର ନିର୍ଦ୍ଧାରିତ ମୂଲ୍ୟ — ୧. Court-fees.

୨: ଦରଖାସ୍ତରେ ମରାଯିବା ନିର୍ଦ୍ଧାରିତ ମୂଲ୍ୟର ରାଜାଙ୍କ ପ୍ରତିକୃତି ଦିଆ ଛପା କାଗଜ ବା ସିଟାମ ଟିକଟ୍ — ୨. Court-fee stamp.