Jump to content

କୋଟ୍ସିପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟ୍ସିପ୍
ଉଚ୍ଚାରଣ: Koṭsip
কোটসিপ कोटसिप; चाह

ବଦୈ. (ଇଂ) ବି. (ଇଂ. କୋର୍ଟଷିପ୍ପ୍) —

ପାଶ୍ଚାତ୍ୟ ସମାଜରେ ବିବାହ ଉଦ୍ଦେଶ୍ୟରେ ଯୁବକଯୁବତୀ ବା ଭାବୀ ଦମ୍ପତିଙ୍କ ମଧ୍ୟରେ ପ୍ରଣୟର ଆଦାନପ୍ରଦାନ — Courtship.