କୋଟ୍ ଅଫ ବ୍ଯାଡ଼ସ୍
ଦେଖଣା
କୋଟ୍ ଅଫ ବ୍ୟାଡ଼ସ୍ —
ଉଚ୍ଚାରଣ: Koṭ af wāṟḍ̠as
কোট্ অফ ব্যাড়
कोट अफ बा़ड़स
ବୈଦେ. ବି—(ଇଂ. କୋଟ୍ ଅଫ୍ ବାର୍ଡ଼ସ୍= ନାବାଲଗ୍ମାନଙ୍କ କଚେରୀ) —
ନାବାଲଗ୍, ପାଗଳ ଓ ନିଜ ସମ୍ପତ୍ତ ରକ୍ଷଣାବେକ୍ଷଣ କରିବାକୁ ଅସମର୍ଥ ପୁରୁଷ ଓ ସ୍ତ୍ରୀ ଭୂସ୍ବାମୀମାନଙ୍କ ସମ୍ପତ୍ତି ଗଭର୍ଣ୍ଣ— ମେଣ୍ଟଙ୍କର ଯେଉଁ ବିଭାଗଦ୍ବାରା ପରିଚାଳିତ ହୁଏ — Court of wards.