Jump to content

କୋଟ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟ୍ କରିବା
ଉଚ୍ଚାରଣ: Koṭ karibā
কোটকরা कोटकरना

ଦେ. କ୍ରି. (ଇଂ. କ୍ବୋଟ୍) —

କୌଣସି ଉକ୍ତି ବା ଲିଖିତ ବିଷୟକୁ କଥାପ୍ରସଙ୍ଗରେ ଉଦ୍ଧାର କରିବା —To quote passage.